Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Abstract

3  

Sanjya Tripathy

Abstract

ଏହା ଗୋଟିଏ ଛୋଟ ଘଟଣା

ଏହା ଗୋଟିଏ ଛୋଟ ଘଟଣା

1 min
117


ଏହା ଗୋଟିଏ ଛୋଟ ଘଟଣା

ସେ ଚପଳା ଚଳ ଚଞ୍ଚଳା ବନ ବିହାଙ୍ଗୀ

ଯା’ର ନୃତ୍ୟର ତାଳେ ତାଳେ ଆଦିମ ଉଦ୍ଦାମତ ଓ

ମାଂସଲୋଭୀ ଜନତାଙ୍କ ଭିଡ

କରୋନା କଟକଣାକୁ ନ ମାନି

ସାମାଜିକସାମାଜିକ ଦୂରତ୍ବର ଖୋଲା ଉଲଂଘନ କରି

ଖଚାଖଚ୍ ପ୍ରେକ୍ଷାଳୟ ଭର୍ତି

ଅର୍ଶଲଂଗୁଳି ଝିଅମାନଙ୍କ ବାର୍‌ଡ୍ୟାନ୍‌ସ

ସୁରା ଓ ସାକୀର ମଧୁର ମିଳନରେ

ମତ୍ସ୍ୟ

ସମାଜର ବଡପଣ୍ଡା ମାନେ

ତା’ ପରଦିନ ଏକ ନାବାଳିକା ଗଣଧର୍ଷଣ

ଓ ହତୟାର ଖବରରେ ଅଙ୍ଖୁଡ ନୀରବ

ପ୍ରତିବାଦର ସ୍ୱରଟିଏ ବାହାରିଲାନି

ଆଉ-ପୋଲିସ୍ ! ସେଇ ଗତାନୁଗତିକ

କଚ୍ଛପ ତଦନ୍ତ

ବିରୋଧୀ ଦଳଙ୍କ ବନ୍ଦ, ଧାରଣା ରାଜନୀତି

ନିର୍ଲ୍ଲଜ ପ୍ରଶାସନର ଫ୍ଲୁଭକର୍ଣ୍ଣ ନିଦ୍ରା

ଶାସକଙ୍କ ପାଇଁ ଏହା ଗୋଟିଏ ଛୋଟ ଘଟଣା

ଆଉ ବାକି ମାନେ କିଂକର୍ତବ୍ୟ ବିମୂଢ

କାନା ବାସନାର ହୋମ ଯଜ୍ଞରେ

ନିଇତି ଆହୁତି ଦେଉଥ୍ବେ ପରି, ମମିତା

ନିର୍ଭୟାର ବିଳମ୍ବିତ ନ୍ୟାୟ ପରି

ଏମାନେ ବି ହଜିଯିବେ ବିସ୍ତୃତିର ଅତଳଗର୍ଭରେ ।।



Rate this content
Log in

Similar oriya poem from Abstract