STORYMIRROR

GAGAN KUMAR DASH

Romance

2  

GAGAN KUMAR DASH

Romance

ଏଡି ଯାଇପାରେ

ଏଡି ଯାଇପାରେ

1 min
124


ବିଶୃଙ୍ଖଳା ଏଡି ଯାଇପାରେ

ଏକ ମଧୁର ମୂର୍ଚ୍ଛନା ରେ

ପ୍ରେମ ଏଡି ଯାଇପାରେ

କୌଣସି ଏକ କୋଳାହଳରେ

ସ୍ନେହ ଏଡି ଯାଇପାରେ

ଏକ ମାମୁଲି କଟୁକ୍ତି ରେ

ବିଚ୍ଛେଦ ଏଡି ଯାଇପାରେ

ଗୋଟିଏ ସ୍ନେହ ବୋଲା ଶଦ୍ଦ ରେ

ଅଭିମାନ ଏଡି ଯାଇପାରେ

ଅନ୍ଧକାର ଶୋଇବା ଘର ରେ

ଦୁଃଖ ଏଡି ଯାଇପାରେ

ଗୁପ୍ତଧନ ହଠାତ୍ ମିଳିଯିବା ପରେ

କଷ୍ଟ ଏଡି ଯାଇପାରେ

ଔଷଧ ସେବନ ର ପରେ

କିନ୍ତୁ

ପ୍ରିୟା ତୁମେ ତୁମେ ଏଡି ଦେଲେ

ମୁଁ ବା କାହାର ହେବି

ଏ ମର ସଂସାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance