STORYMIRROR

kahnu charan sahu

Abstract

2  

kahnu charan sahu

Abstract

ଏ ଜୀବନ

ଏ ଜୀବନ

1 min
2.9K

ଏ ଜୀବନଟା

ଭାରି ଅଜବ ଲାଗେ

କେବେ ଫଗୁଣର ସାତ ରଙ୍ଗେ

ସଜେଇ ହୁଏ ତ

ଆଉ କେବେ

କୋହ, ଯନ୍ତ୍ରଣାର

ନିର୍ଝରଣୀ ସୃଷ୍ଟି କରେ

ହୃଦୟରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract