STORYMIRROR

Sarat Manhira

Children

2  

Sarat Manhira

Children

ଏ ଜହ୍ନ ମାମୁଁ

ଏ ଜହ୍ନ ମାମୁଁ

1 min
87


        


ଏ ଜହ୍ନ ମାମୁଁ

     ନେଇଯା ମୋର ମନ 

ଦେଇଯା ତାରା ଗଣ

       ଦେଖୁଥିବି ସୁନ୍ଦର ପଣ ।1।


ଏ ଜହ୍ନ ମାମୁଁ

     ରାତି ର ଉକିଆ

ମୋ ଘରେ ଦେ ଉକିଆ

      ଖେଳିବି ରାତି ସାରା ।2।


ଏ ଜହ୍ନ ମାମୁଁ

     ହସି ଦେ ପରା

କାନ୍ଦୁଛି ମୁଁ ବହୁ ବେଳା ହେଲା

       ଦେଖିବାକୁ ତୋ ରାଇଜ ।3।


ଏ ଜହ୍ନ ମାମୁଁ

     ମୋର ଏଇଁଠା ଟିକେ ଖାଇଦେ

ତୋତେ ଲାଗିବ ସ୍ୱାଦ

     ତୁ ଯିବୁ ବହୁ ଦୂର ।4।


ଏ ଜହ୍ନ ମାମୁଁ

   କେମିତି ହେଲୁ ସମସ୍ତ ର ମାମୁଁ

କହିଦେ ମୋତେ ଥରେ

     ହେଲାଣି ଶୋଇବାର ବେଳ ।5।


Rate this content
Log in

Similar oriya poem from Children