STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଏ ବର୍ଷ ହୋଲି ଟିକେ ନିଆରା

ଏ ବର୍ଷ ହୋଲି ଟିକେ ନିଆରା

1 min
256

ଏ ବର୍ଷ ହୋଲିରେ 

ତାକୁ ଲଗେଇବି ନାହିଁ ଅବିର ଋଷିଛି 

ମୋ ପ୍ରାଣ ପ୍ରିୟା 

ବୁଝୁନି ସିଏ ଜମା କରୋନା ପୁଣି ଗଲାଣି ବଢି

ସତେ କି ବଢି ପ୍ରେମର ରଙ୍ଗ ମୋ ପଡିନି ଜମା

ଫିକା ଆର ବର୍ଷ ରେ ଲାଲ ରଙ୍ଗର ସିନ୍ଦୂର

ତା ମଥାରେ ଦେଇ ଆଣିବି ରାଣୀ କରି

ଏ ବର୍ଷ ଟିକେ ଦୂରରେ ଖେଳିବା ହୋଲି

ରାସ୍ତା ଘାଟରେ କରିବାନି ଗହଳି

ମୁହଁରେ ମାସ୍କ ବାନ୍ଧି ପରସ୍ପର ଠାରୁ 

ସାମାଜିକ ଦୂରତା କଲେ ବଜାୟ ରଖିଲେ

ବାରମ୍ବାର ହାତ ଧୋଇ ସାନିଟାଇଜର ବ୍ୟବହାର କରିବା

ତେବେ ସିନା ଏ ରୋଗ ଆମ ସ୍ଥାନରୁ ଯିବ ପଳେଇ

ଏ ବର୍ଷ ହୋଲି ଟିକେ ଦୂରରେ ଦୂରରେ

ଛାଟିଦେଲି ମୋ କବିତାରେ ଭିନିବେ

ରଙ୍ଗର ନିଆରା ମହକରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational