STORYMIRROR

Patitapaban Pani

Romance Fantasy Others

3  

Patitapaban Pani

Romance Fantasy Others

ଦୂରତା

ଦୂରତା

1 min
287

ଦୂରତା କାଲି ବି ଥିଲା 

ଦୂରତା ଆଜି ବି ଅଛି !!

ସେ ତ ଗଙ୍ଗଶିଉଳି 

ନାଁ କାମନା ଅଛି ନାଁ ବାସନା ଅଛି 

ବାସ, ରାତିକ ଖୁସି ଦେଇ ସକାଳୁ ମଉଳି ଯାଇଛି !!!

ଦୂରତା କାଲି ବି ଥିଲା 

ଦୂରତା ଆଜି ବି ଅଛି !!


ଦୂରତା କାଲି ବି ଥିଲା 

ଦୂରତା ଆଜି ବି ଅଛି !!

ତୁମେ ଥିଲ 

ମୁଁ ଥିଲି 

ଦୁହିଁଙ୍କ ହାତ ରେ ଚା ଥିଲା 

ପ୍ରଶ୍ନ ବହୁତ ଥିଲା 

ଆଉ ଉତ୍ତର ବି ଥିଲା 

ଦୁହିଁଙ୍କ ନିଦରେ ଗୋଟିଏ ସ୍ବପ୍ନ ବସା ବାନ୍ଧିଥିଲା 

ଆଜି ଶୀତ ଅଛି, ସେଈ ରାତି ଅଛି 

ଚା ଅଛି, ପ୍ରଶ୍ନ ବି ଅନେକ ଅଛି 

କିନ୍ତୁ ତୁମେ ନାହଁ, ଉତ୍ତର ନାହିଁ ଆଉ ନିଦ ବି ନାହିଁ 

ନିଦ ହଜିଛି, ସ୍ବପ୍ନ ଭାଙ୍ଗିଛି !!!

ଦୂରତା କାଲି ବି ଥିଲା 

ଦୂରତା ଆଜି ବି ଅଛି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance