STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ଦୂର ପାହାଡ

ଦୂର ପାହାଡ

1 min
290


ଗୀତା,

ଶୁଭେଚ୍ଛା ନେବ,

ହଠାତ୍

ଆଜି ରାତିରେ ସ୍ଵପ୍ନ ଦେଖିଲି

ଧାଇଁ ଯାଇ ଫାଇଲ ଦେଖେ

ତୁମର ତିନୋଟି ପୁରୁଣା ଚିଠି

ବଡ଼ ଲୋକିର ନିଶା

ପ୍ରତାରିତ ଜୀବନ

ଅନେକ ଭ୍ରମରର

ମଧୁହୀନ ପୁଷ୍ପ

ଦୂର ପାହାଡ଼ ଆଖିକୁ ସୁନ୍ଦର

ଏ କଥାଟି ଠିକ୍

ପାଖକୁ ଗଲେ

ଚାରିଆଡେ଼ ବିଭତ୍ସ

ପ୍ରତ୍ୟାଖ୍ୟାନ ଆଉ

ଜୀବନ୍ତ ମରଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance