STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Fantasy

3  

ନାୟକ ଅକ୍ଷୟ ରାଜହସ୍ତୀ

Fantasy

ଦୁଇଟି ଚରିତ୍ର ଗୋଟିଏ ଶବ୍ଦ

ଦୁଇଟି ଚରିତ୍ର ଗୋଟିଏ ଶବ୍ଦ

1 min
12K

ବୟସ ଡାକରା ଓ ମୁହୂର୍ତ୍ତର ଇସାରା

ଏକ କେବେ ଏକାକୀ ରହି ପାରେନା

ଖୋଜେ ଆଉ ଗୋଟେ ଏକ

ଗାଣିତିକ ସୂତ୍ରକୁ ନିର୍ଭୁଲ କରିବା ପାଇଁ..

ଦେହ ଖୋଜେ ବି ଦେହ

ରୂପ ଖୋଜେ ଗପ

ଦୁଇଟି ଚରିତ୍ର ଗୋଟିଏ ଶବ୍ଦ

ପ୍ରଫୁଲ୍ଲ

ଯୁଗ ରୁଚି ପାଇଁ

ଫୁଲ ପାଇଁ ପ୍ରଜାପତି

ପ୍ରଜାପତି ପାଇଁ ଫୁଲ

ପ୍ରଜାପତି ଓ ଫୁଲ ଏକାକାର ଗଲେ ହୋଇ

ରଚି ଦେଲେ ଚିନ୍ତା ଚେତନାର ମୁକ୍ତ ହୀନ ଚ୍ଛନ୍ଦ

ପ୍ରତିଧ୍ୱନି ତ ହେଲା

ପ୍ରକୃତି ସହ ପୁରୁଷର ମିଲନର ମଧୁ ବାଦ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy