STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ଦୁଇ ହଜାର ୧୯ ମସିହା ର ସ୍ମୃତି -Re

ଦୁଇ ହଜାର ୧୯ ମସିହା ର ସ୍ମୃତି -Re

1 min
348

ଋତୁମାନେ ଅନ୍ୟମନସ୍କ ଥିଲେ

ନା ମୁଁ ଥିଲି ଜାଣେନି

ବର୍ଷା ସରିଲା ପରେ ମନେ ପଡ଼ିଲା

ଆଜିର ବର୍ଷା ରେ ଟିକେ ଭିଜିବର ଥିଲା

ଦୁଇ ହଜlର -୧୯ର ବିଦାୟ ସମୟରେ ମନେପଡୁଛି

ଅନେକ କିଛି ଆଶା ଓ ସ୍ୱପ୍ନ ଏ ବର୍ଷ ପୁରା କରିବାର ଥିଲା

ଆଶାର ଫୁଲ ଫୁଟେ ମଉଳେ

ଏଇ ତ ଜୀବନ

ଏ ବର୍ଷ ଅନେକ ଦୁଃଖ

ଅନେକ ସୁଖ ଭିଜା ଥିଲା

କେବେ ପ୍ରାର୍ଥନା ତ କେବେ କବିତା ସ୍ୱର ତୋଳିଥିଲି ମୁଁ

କେବେ ପୁରସ୍କାର ସାଉଁଠି ଥିଲି

କେଉଁଠି ଅକାଳ ଝରିଯାଇଥିଲି

ଶୁଖିଲା ପତ୍ର ପରି

ଯାହା ମିଳିଲା ସେଥିପାଇଁ ଯେତେ ଖୁସି ନୁହେଁ

ଯାହା ପୂରଣ ହେଇନି ତା ପାଇଁ ମେଞ୍ଚେ ଅବଶୋସ

ପିଆଜର ଦର ହେଉ ବମ୍ବେ ର ସରକାର ପରିବର୍ତ୍ତନ ଚିତ୍ର

ଦୁଇ ହଜାର -୧୯ ଗୋଟିଏ ବଡ଼ କଥା

ନାଗରିକ ବିଲପାଇଁ ବ୍ୟାପକ ପୋଡାଜଳା ଆନ୍ଦୋଳନ ଦିବ ମନକୁ ବ୍ୟଥା

ପ୍ରିୟଙ୍କା ରେଡିର ଘଟଣା ର ଦୋଷୀ ଙ୍କ ଏନକାଉଣ୍ଟର

ମୋ ପାଇଁ ବଡ଼ ଖୁସିର କଥା

ଦୁତି ଚାନ୍ଦ ଅଲମ୍ପିକ ରେ ନାଂ ତା କଣ କମ ବଡ଼ କଥା

ଦୁଇ ହଜାର -୧୯ ପରି ଦୁଇ ହଜାର -୨୦

ସମସ୍ତଙ୍କ ଜୀବନ କୁ ସରସ ସୁନ୍ଦର କରୁ ଜଗା କଳିଆଙ୍କ ପାଖେ

ଏତିକି ପ୍ରାର୍ଥନା ସମସ୍ତ ଙ୍କ ମଙ୍ଗଳ ହେଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract