STORYMIRROR

Sandhya Rani Panigrahy

Classics

2  

Sandhya Rani Panigrahy

Classics

ଦୁଇ ବୁନ୍ଦା ହସ

ଦୁଇ ବୁନ୍ଦା ହସ

1 min
2.6K

କେବେ ଦୁଃଖରେ ଖୋଜେ 

କେବେ ଖୁସିରେ ହଜେ

କେବେ ଏକେଲା ମିଳେ

କେବେ ଜନ ଗହଳେ

ଦୁଇ ଓଠର

ଭାବ ପ୍ରବଣତାର

ପ୍ରତିକ୍ରିୟା ଅନେକ

ଲୁହ କୋହର ଭାଷାତକ

କେତେ ଦିନର ସାଉଁଟିଥିବା

କେତେ ଦିନ ପରେ ମିଳିଥିବା

ନିଆରାପଣର ଧନୀମନଟା

ହସି ଦିଏ ପ୍ରେମରେ ହୃଦୟଟା

ହସସାଜେ ମୁଖରେ

ପଶୁ କି ହସିପାରେ ଥରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics