STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଦୁଃଖ

ଦୁଃଖ

1 min
186

ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ 

ଜୀବନର ଦୁଇ ନଇ 

ଦୁଃଖରେ ଶିଖିଲେ ମଣିଷ ଜନମ 

ଠକିଲେ ଶିଖି କହିଥାଇ 

ଦୁଃଖର ସଂଜ୍ଞା କେତେବେଳେ କଣ 

ସଂଘର୍ଷର ଗୋଟେ ଛାଇ 

ରୋଗ ଋଣ ଶୋକ ଯାତନା ନିର୍ଯ୍ୟାତନା 

କେତେ କେତେ ନାମ ବହି 

ଦୁଃଖର ପାହାଡ଼ ଚଢ଼ିବାକୁ ହେଲେ 

ଧୈର୍ଯ୍ୟକୁ ସାଙ୍ଗରେ ନେଇ 

ସାହସ ସହିତ ଜ୍ଞାନ ବୁଦ୍ଧି ଥିଲେ ଏ ଜଗତେ 

ଦୁଃଖରେ କାତର ନହୋଇ 

କଥାରେ ଅଛି ଅଳସୁଆ ଦୁଃଖ ପାଏ 

ସେପାଇଁ ବେଳହୁଁ ସାବଧାନ ଯିବା ହୋଇ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational