STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ଦୁଃଖ -ରୀତା ଅପରlଜିତା ମହାନ୍ତି

ଦୁଃଖ -ରୀତା ଅପରlଜିତା ମହାନ୍ତି

1 min
2.8K

ତୁମେ ଦେଇଥିବା ଦୁଃଖ କୁ

ଗଳାରେ ମାଳା କରି ରଖିବି।

ପ୍ରଭୁ ତୁମଠାରୁ ଅଧିକ ନିଜର ବି କେହି ନାହିଁ

ଭଲ କଲ ଦୁଃଖ ଦେଲ

ତୁମେ ଦେଇଥିବା ଦୁଃଖ କୁ

ସୁନାର ଫରୁଆରେ ପୁରାଇ ରଖିବି।

ଖଣ୍ଡାଧାରlରେ ଚାଲିଶକୁ ହେବ ତ

ସlରା ଜୀବନ ଚାଲିବି ।

ଫୁଲର ଶେଜ ନୁହେଁ

କଣ୍ଟlର ରାସ୍ତl ବି

ମତେ ଭଲ ଲାଗେ

ତୂମେ ଦେଉଚ୍ଚ ବୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract