STORYMIRROR

ଲିମନ ଦିଦି

Fantasy

3  

ଲିମନ ଦିଦି

Fantasy

ଦୁଃଖ ନା ଦୁର୍ଭାଗ୍ୟ

ଦୁଃଖ ନା ଦୁର୍ଭାଗ୍ୟ

1 min
122

ସେଦିନ ଦେଖିଥିଲି

ଗଛ ତଳେ ଠିଆ ହୋଇଥିଲ

ପାଖକୁ ଯିବାର ଇଚ୍ଛା ଥିଲା

ଝିପଝିପ୍ ଟୋପାଗୁଡା

ବାରଣ କଲେ

କାଳେ କେତେବେଳେ ପୁଣି ।


ରାତିର ଅନ୍ଧକାରରେ 

ଛୁଇଁବାକୁ ଚେଷ୍ଟା କରିଥିଲି

ତୁମେ ଦୂରେଇ ଗଲ,

ଦଲକାଏ ପବନ

ପଦ୍ମକୁ ଢଳାଇଲା ପରି

ପଦ୍ମ ତ ଫେରିଲା

ହେଲେ, ତୁମେ ଫେରିଲନି

ଏଇ ତ ଦୁଃଖ ନା ଦୁର୍ଭାଗ୍ୟ ।

                   


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Fantasy