Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Brundabana Pradhan

Tragedy

3  

Brundabana Pradhan

Tragedy

ଦଶହରା ଛୁଟି

ଦଶହରା ଛୁଟି

1 min
249


ଦଶହରା ଦଶ ଦିନ ଛୁଟି 

ମନେ ପଡ଼େ ପିଲାଦିନ ଅନୁଭୂତି ।

ଆଖି ଆଗରେ ଖେଳିଯାଏ 

ସେ ଦିନର ଅକୁହା କଥା ।

ଇଚ୍ଛା ଥିଲେ ବି ଯାଇହୁଏନି 

ମାମୁଁ ଘର ଲାଗେ କେତେ ବ୍ୟଥା। 

ମାମୁଁ ନାହିଁ ବୋଲି କାହାକୁ ପାରେନା କହି

ନୂଆଁ ପୋଷକ ଦେଖି ପାରେନି ସହି ।

ସାଙ୍ଗ ସାଥୀଙ୍କ ପୋଷାକ ଦେଖି 

ଦୁଃଖରେ ଟିକିଏ ଦିଏମୁଁ ହସି ।

ବାପା ଆଣିଥିବା ପୋଷାକ ଲାଗେନି ଭଳ 

ମାମୁଁ କଥା ଭାବି ଭାବି କଟିଯାଏ ବେଳ ।

ମାମୁଁ ମାଇଁ ର ପାଇନି ଗେଲ 

ଏମିତି କଟିଛି ସେ ଛୁଟି ବେଳ। 



Rate this content
Log in