STORYMIRROR

Sunanda Mohanty

Abstract Others

3  

Sunanda Mohanty

Abstract Others

ଦର୍ପଣ

ଦର୍ପଣ

1 min
11.9K


କୋଉଠି ଅନ୍ଧାର? 

କାହିଁ ଅନ୍ଧକାର, 

ସବୁତ ସୁନ୍ଦର 

ଉଜ୍ଜ୍ୱଳ ପ୍ରକାଶ ଅପାର 

ଅସୁନ୍ଦର ଯଦି କେହି 

ଘୃଣା ଅଂହକାର 

ସ୍ୱାର୍ଥ ପରଶ୍ରୀକାତର 

ଯାହାକୁ ଦେଖି ଛୁଇଁ ହୁଏନା 

ଭାବୁଛି ହେଇଯିବ ଇଶ୍ୱର 

ହେ ଜଗଦୀଶ୍ଵର 

ଫେରାଇ ନିଅ ଏଥର 

ବିଡମ୍ବନା ନିର୍ଯ୍ୟାତନା 

ସହିବାକୁ ଲାଗେ ଭାରି ଡ଼ର 

 ପଡିଉଠି ଉଠିପଡି 

ଧାଇଁବାକୁ ନାହିଁ ମନ ମୋର 

ଦର୍ପଣରେ ମୁଁହ ଦେଖି 

ଲାଗୁଛି ସତରେ ମତେ ଡ଼ର .


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract