Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଦୋଳଯାତ

ଦୋଳଯାତ

1 min
9



ଗୋପାଳ ମାନଙ୍କ ପରବ ଏ ଦୋଳ, 

    ଲଉଡ଼ି, ଅବିର ଖେଳ l

ଭକ୍ତ ଗଣ ସଙ୍ଗେ କ୍ରୀଡାରଙ୍ଗେ ରଙ୍ଗ 

   କରନ୍ତି ଯଶୋଦା ବାଳ ll

ଶାସ୍ତ୍ର କହି ଅଛି ହୀନି ମାନ ଏହି 

    ଗଉଡ଼ ଅଧମ ଜାତି l

କୃଷ୍ଣ କାହିଁ ପାଇଁ ବଢ଼ାଇଲେ ଭାଇ 

    ଗଉଡ଼େ ଗାଢ଼ ପୀରତି ll

ଧମ ନାହିଁ ବୋଲି ଗଉଡ଼େ ବୋଲାନ୍ତି 

    ମନୁଷ୍ୟ ମଧ୍ୟେ ଅଧମ l

କୃଷ୍ଣ ମୟ ତାଙ୍କ ଜୀବନ ପରାଣ 

   କୃଷ୍ଣ ପାଦେ ସମର୍ପଣ ll

'ଗୋ' ପାଳିଥାଇ ଆମ୍ଭେ ସର୍ବେ ଭାଇ 

   ଅଟନ୍ତି ଭବେ ଗୋପାଳ l

ଗୋରୂପୀ ଅହଂକୁ ଗୋବିନ୍ଦ ବିନ୍ଦିବେ 

    ସ୍ମର ପ୍ରଭୋ ଆଦିମୂଳ ll

ହେଜିବଟି ଏବେ ଆମ୍ଭେ ସର୍ବେ ଭବେ

    ଅଟୁ ଜାତିଆ ଗୋପାଳ l

ପାଞ୍ଚ ଗୋପାଳଙ୍କୁ ପାଳି ଅଛୁ ସୁଖେ 

    ରଖ ହେ ନନ୍ଦ ଦୁଲାଳ ll

   


Rate this content
Log in

Similar oriya poem from Inspirational