STORYMIRROR

Hemanta Patra

Inspirational

3  

Hemanta Patra

Inspirational

ଦୀପଟିଏ

ଦୀପଟିଏ

1 min
209

ଆସ ଜାଳିବା ଦୀପଟିଏ

ଜଳାଇଲେ ଦୀପ

ଜ୍ଞାନ ରୂପକ ଆଲୋକ

ହେବ ପ୍ରଜ୍ୱଳନ

ଯଦି ଜଳାଇବ

ଗାଇ ଘୃୃତରେ ଦୀପ

ପରିବେଶ ହେବ

ଜୀବାଣୁ ମୁକ୍ତ।

ବେଦ କହେ ଗାଈ ହେଉଛି

ଅମୃତର ନାଭି

ପଞ୍ଚାମୃତ ମଧ୍ୟରୁ ଘୃୃୃତ ହେଉଛି ଏକ।

ଦୀପ

ଅଜ୍ଞାନ ଅନ୍ଧଧକାରକୁ ଦୂର କରିି

ଜ୍ଞାନ ରୁୁପକ ଆଲୋକକୁ

କରେ ପ୍ରଜ୍ୱଳନ

ଶାସ୍ତ୍ର କହେେ ଅଗ୍ନି

ପ୍ରତ୍ୟେକ୍ଷ ଦେବତା ଭାବେ ପୂଜିତ।

ଦୀପ ହେଉଛି ଏକ ମାତ୍ର ସାଥି

ଥାଏ ଆମ ସାଥିରେ

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ।

ଦୀପର ପ୍ରକାଶରେ ଥାଏ

ସୂର୍ଯ୍ୟଙ୍କର ତେଜ

ଦୀପ ହେଉଛି

ବ୍ରହ୍ମ ଆଉ ସୂର୍ଯ୍ୟଙ୍କର ଏକ ରୂପ।

ଜଳିଲେ ଦୀପ

ଅନ୍ଧଧକାରକୁ ପ୍ରକାଶରେେ

କରିଦିଏ ଲିନ

ଆମେ ହୋଇଯାଉ

ଭଗବାନଙ୍କ ନିିକଟବର୍ତୀ।

ଦୀପର ଜ୍ୟୋତିରେ

ସତ୍ୱ ତମ୍ ଗୁୁୁଣର ମିଳଇ ଦର୍ଶନ

ଦୀପ ମଧ୍ୟରେ ଧୁଆଁ ରୂପରେ

ଅନ୍ଧକାର ହୋଇଥାଏ ବିଦ୍ୟମାନ

ଜ୍ୟୋତିର ମୂୂଳେ କଲେ ଦୃଷ୍ଟିି ନିବଦ୍ଧ

ଦେଖିବାକୁୁ ମିଳିିିବ

ଝାପସା ରଙ୍ଗର ଝଲକ।

ତୃତୀୟ ତତ୍ୱଟି ଅଟଇ ରଜ୍ୱ ଗୁଣ

ଯାହା ପାଇଁ ମିଳିିିଥାଏ

ଜୀବନରେ ଅନେକ ଶିିକ୍ଷା

କାମ କ୍ରୋଧ ଲୋଭ ମୋହ ଅହଂକାର

ଗଲେ ବଢି

ନେବ ଅନ୍ଧକାରର ରୂପ।

ଆମର ଆତ୍ମା

ପ୍ରକାଶକୁ ଦେବ ଲୁଚାଇ

ଯେମିତି ବାଦଲ

ଲୁଚାଇ ଦିିଏ ସୂର୍ଯ୍ୟକୁ।

ଦୀପର ପ୍ରକାଶକୁ

ନିଜର ଆତ୍ମା ସହ ଯୋଡି ଦେଇ

କଲେ ଏକାଠି

ସବୁ ଖରାପ ଭାବନାରୁ

ମିଳିିିଯିିିବ ମୁୁକ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational