STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଦୀପାଳି

ଦୀପାଳି

1 min
159

କାଚ ହେଉ କି ହୃଦୟ ଭାଙ୍ଗିଯାଏ 
ସ୍ମୃତି ହେଉ କି ଦର୍ପଣ ପ୍ରତିଫଳିତ ହୁଏ 
ଇଚ୍ଛା ହୁଏ ବେଳେ ବେଳେ ରଙ୍ଗ ଖେଳିବାକୁ 
ରଙ୍ଗ ଏକ ପର୍ବ.....
ମୁଁ ଜୀଵନ ଯାତ୍ରାରେ ଯାତ୍ରୀ ଏକ 
ସଫଳତା ର......
ଚିତ୍ର ଏବେ ଆଙ୍କେ ମାନସ ପଟରେ 
କିଛି ତିକ୍ତ ମଧୁର...
ସ୍ମୃତିର ସମୁଦ୍ର ମନ୍ଥନ ହୁଏ 
ମୁଁ ପୁଣି ଗରଳ ପିଏ 
ଜୀଵନ କୁ ବିଚିତ୍ର ରଙ୍ଗରେ ସଜାଏ 
ହୋଲି ଏକ ପର୍ବ ରଙ୍ଗର 
ଜୀଵନ ଏକ ଯାତ୍ରା ସଫଳତାର 
ମୁଁ ଗାଏନି ଗୀତ କେବେ ନୈରାଶ୍ୟର 
ମୁଁ ଦେଖେନି ସ୍ବପ୍ନ କେବେ ଅନ୍ଧାର ର 


Rate this content
Log in

Similar oriya poem from Inspirational