STORYMIRROR

KRUTIBAS NAYAK

Comedy Inspirational

3  

KRUTIBAS NAYAK

Comedy Inspirational

ଦୀପାବଳିରେ ବଡ଼ ବଡ଼ୁଆ ହୋ

ଦୀପାବଳିରେ ବଡ଼ ବଡ଼ୁଆ ହୋ

1 min
203


ବଡ଼ ବଡୁଆ ହୋ ଅନ୍ଧାରରେ ଆସିବନି,

ଅନ୍ଧାରେ ଆସିଲେ ମଦୁଆ ମାଡୁଆ

ତୁମକୁ ବି ଛାଡ଼ିବେନି ।(ଘୋଷା)


କାଉଁରିଆ କାଠି ଆଉ ମିଳୁନାହିଁ, ଚାଇନା ଜାଳୁଛି ବତୀ,

ଦୀପ ଜଳୁନାହିଁ ରକେଟ ଉଡୁଛି ଫାଟିଯିବ ତୁମଛାତି ।

ଧୂଆଁ ମିଶା ବିଷ ଆମ ପରିବେଶ

ଶ୍ରାଦ୍ଧ ଆଶା ରଖିବିନି ।(1)

 

ପିଜା ବର୍ଗର ମାଗି ଖାଇବାକୁ ପିଇବାକୁ ନାଲିପାଣି,

ଯୋଜନା କରିଛୁ ମଜାରେ ଡ଼େଇଁବୁ ସାଙ୍ଗ-ସାଥି ଡାକି ଆଣି ।

ଆସିବ ତ ଆସ ଦେଖି ଆମ ଭେକ

ନାଟ ଦେଖି ଡରିବନି ।(3)



Rate this content
Log in

Similar oriya poem from Comedy