STORYMIRROR

Ch Loknath Reddy

Comedy Romance Inspirational

3  

Ch Loknath Reddy

Comedy Romance Inspirational

ସର୍ବଦା ପ୍ରେମଦିନ

ସର୍ବଦା ପ୍ରେମଦିନ

1 min
218


ପାଳୁଥାନ୍ତି ସବୁ    ଏକ ଏକ ଦିନ

  ଚକୋଲେଟ ରୋଜ ଡେ଼

ସର୍ବଦା ପାଳିବି    ତୋ ପାଇଁ ମୁଁ ଗୋରୀ

  ସଦା ହେବ ପ୍ରେମ ଡେଏ |

 

ରଖିଦେବି ତୋତେ    ମୋ ହୃଦ ମନ୍ଦିରେ

      ଆଲୋ ପ୍ରିୟା ସଖୀ ମୋର!

 ସଦା କରୁଥିବି         ତୋ ରୂପ ଦର୍ଶନ

             ଗାଇ ମନେ ନାମ ତୋର |

             

 ଅଟୁ ତୁହି ମୋର       ନୟନ ପ୍ରତିମା

           ତୁହି ମୋର ଜୀବଧନ

 କେବେ ନ ଛାଡ଼ିବି     ହାତକୁ ତୋହର

      ତୋ ପାଶେ ବାନ୍ଧି ମୋ ମନ |

    ପାଳିଦେବା ମିଶି          ପ୍ରେମ କିସ ଦିନ

                 ପ୍ରୋମିସ ପ୍ରପୋଜ ଦିନ  

    ଖାଉଥିବା ସଦା           ଚକୋଲେଟ ଆମେ

                  କରି ଏକ ଆମ ମନ ||

    

                                  


Rate this content
Log in

Similar oriya poem from Comedy