STORYMIRROR

Suryakanta parida

Comedy Romance Others

3  

Suryakanta parida

Comedy Romance Others

ପ୍ରେମ ଇତିହାସ

ପ୍ରେମ ଇତିହାସ

1 min
264


ଭଲ ପାଇବା  ନୁହେଁ   ଏତେ  ସରଳ  ଗଣିତ

ପ୍ରେମ  ଅଟେ   ଏକ ଜଟିଳ  ଅପୂର୍ଣ୍ଣ ଭଗ୍ନାଂଶ


ଭଲପାଇ ଯଦି  କରିବୁ ବିଶ୍ଵାସ  ମିଳିବନିକିଛି 

ହସିବା  କାନ୍ଦି ବଞ୍ଚିବା  ମରିବା ହବରେ ଦୁର୍ବିସ


ପ୍ରେମ ସେତ  ଭୟଙ୍କର  ହଳା  ହଳ  ବିଷ

ପ୍ରେମ ମରୁ ମାରିଚିକା  କେବେ କଣ୍ଟକିତ ରାସ୍ତା


ନିଦ ହଜିଯିବ ସପ୍ନ ଭାଙ୍ଗିଯିବ ଜୀବନବି ଚାଲିଯିବ

ଶେଷହେବ ଲେଖା ହେଇ ତୋର ପ୍ରେମ ଇତିହାସ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy