Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Action Inspirational

3  

Lopamudra Parida

Action Inspirational

ଦିଗ

ଦିଗ

1 min
208


ଚକମକି ପଥର ଘସି "ନିଆଁ "

ଭସାଡାଙ୍ଗଟେ ଦେଖି " ଡଙ୍ଗା "

ଦୌଡୁଥିବା ହରିଣ

ଆଉ ଠାଣୀରେ ଚାଲୁଥିବା ପକ୍ଷୀଦଳ ,

ଶିକାରୀର ମୁନିଆଁ ଶର ରୁ "ଛବି ଅଙ୍କା"

ବନାଗ୍ନି ଧାସ ରୁ "ବାର୍ବିକ୍ଯୁ "

ମହୁମାଛି ଠୁ "ମହମ"

ଆଉ ସବୁ ପାଖୁଡା ଚିପୁଡି " ପର୍ଫ୍ଯୁମ୍ "

ତିଆରିଲା ପରେ

କଲମ, ମଲମ

ଏଇଟା, ସେଇଟା କୁ ଖଞ୍ଜି " ରୋବଟ "

ଯାଏଁ

ମୁଣ୍ଡର ସବୁ ଗୋଦାମ ଖାଲି ।


ଏବେ ଖାଲି ମୁଣ୍ଡର ଢାବଲ ସହ

ଜୀଉଁଥିବା ଜୀବନ ରେ !

ଥରେ ଭାବେ ତ ଏ ସବୁ ତ ଖୋଜିବା ଆଗରୁ ବି ଥିଲା

ନୂଆ କଣ ?

ସେଇ ହଳଦୀ ଫର୍ଦ୍ଦ ଲେଉଟା ।


ଚାଲ୍ ! ଏବେ ଦେଖିବା

ମନନ ର ଶକ୍ତି

ସ୍ଥିତିପ୍ରଜ୍ଞତାର ଦିଗ

ଶ୍ବେତ ପଦ୍ମ ର ଆଭାରେ

ଉଦ୍ଭାସିତା ମୁକ୍ତି ।


ଆରମ୍ଭ ହ'

ଏ ଜୀବନ

ଗୋଟେ ନୂଆ ଦିଗ ନେଇ ,

ଆବଶ୍ୟ ଖୋଜିଦେଖ

ଏଇ ଦିଗଟି

ଭଲ ଲାଗିପାରେ ତତେ ।



Rate this content
Log in

Similar oriya poem from Action