Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhanjana Tripathy

Romance

5.0  

Prabhanjana Tripathy

Romance

ଦିବାନଳ

ଦିବାନଳ

1 min
237



ଦିବାନଳ ଜଳେ ସ୍ପନ୍ଦନ ସ୍ଥଳେ

ଦର୍ଦ୍ ଭରଇ ହୃଦେ

ସ୍ୱlନ୍ତନା ମୂଳକ ମିଳନ ଘଟୁ

କିଞ୍ଚିତ ସୁଖପ୍ରଦେ।।


ମାଗିନାହିଁ ତତେ ସ୍ୱର୍ଗ ସୁଖ

ମାଗିନାହିଁ ଇନ୍ଦ୍ର ଭୂଇଁ,

ମାଗିନାହିଁ ତତେ ତୋ ଶରୀର

କମାନା ଶାନ୍ତି ପାଇଁ ।।


ବଞ୍ଚିବା ପାଇଁ ସ୍ମୃତି ଯଥେଷ୍ଟ

ବଞ୍ଚିଯିବି ତାକୁ ଚାହିଁ

ବାନ୍ଧି ରଖିବି ହୃଦୟେ ମୋର

ତୋ ସ୍ମୃତି ପୋଟଳେ ରହି ।।


ସ୍ମଶାନ ବି ମତେ ଦେଉନି ସ୍ଥାନ

ତୋ ବିନୁ ମୋ ଗତି ନାହିଁ,

ମୋ ସମ୍ପର୍କରରାଣ ଖାଇ କହ

କି ପରି ବଞ୍ଚିବି ମୁହିଁ ।।


Rate this content
Log in

Similar oriya poem from Romance