Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashis Kumar Swain

Fantasy Inspirational

5.0  

Ashis Kumar Swain

Fantasy Inspirational

ଦି'ଛକିରେ ଜୀବନ

ଦି'ଛକିରେ ଜୀବନ

1 min
399


ଦିଛକିରେ ଜୀବନ ଆଶାର ଆଲୋକ ମହତ୍ତ୍ଵ ଶିକ୍ଷା ଦିଏ ଶିକ୍ଷାର କୋଣାର୍କ।

ସାରୁ ପତ୍ରରେ ଜଳବିନ୍ଦୁ ଢଳ ଢଳ ସୁନିର୍ଣ୍ଣାୟକ ମାର୍ଗଟି କଷ୍ଟ ଉଜ୍ଜ୍ୱଳ ।

ଦୁଇଟି ନୌକା ପାଦଦେଲେ ଟଳମଳ ଦିଛକିରେ ଜୀବନ ନିତ୍ୟାନ୍ତ ଜଟିଳ ।

ମିଳେନାହିଁ ସମାଧାନ ସଠିକ ରାସ୍ତା କହି ବୁଝି ହୁଏ ନାହିଁ ଜୀବନ କଥା ।

ଉକ୍ତ ସମୟେ ବୁଦ୍ଧି ବିଚାର କରିବା ଦୃଢ଼ ଓ ସ୍ଥିର ଭାବେ ଜୀବନ ଜିଇଁବା ।


Rate this content
Log in

Similar oriya poem from Fantasy