STORYMIRROR

Susil Pani

Tragedy

3  

Susil Pani

Tragedy

ଦି ବୁନ୍ଦା ଲୁହ

ଦି ବୁନ୍ଦା ଲୁହ

1 min
211


ଲୁହ ତ ହସର ଲୁହ ତ କାନ୍ଧର ।

 ଦି ବୁନ୍ଦା ଲୁହ ଆମ୍ମହରାର।।

ଦୁଖି ପାଈଁକି ଲୁହ ତାର ଖଞ୍ଜ।

ଅନବରତ ଲୁହ ଗଡାଏ ଭାଗ୍ୟ ନିନ୍ଦିକି ।।

ସୁଖି ପାଈଁକି ଆନନ୍ଦର ଲୁହ ।

ବିମହିତ ହୁଏ ହସି ହସି କି ।।

ଦଈବ ଦେଈଛି କାହା ଭାଗ୍ୟରେ ସୁଖ ।

କାହା ଭାଗ୍ୟରେ ଦୁଃଖ ପୂର୍ବକର୍ମ ଫଳ ଭୋଗିବା ପାଈଁକି।।

ପୂର୍ବ ପର ବର୍ତ୍ତମାନଙ୍କୁ ନେଈତ ଜୀବନ ।

ତାର ମୂଲ୍ୟବୋଧ ଯେ ବୁଝିଚି ସେ ଜିତିଛି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy