STORYMIRROR

Smruti Sephali Meher

Tragedy

3  

Smruti Sephali Meher

Tragedy

ଦି'ବୁନ୍ଦା ଲୁହ

ଦି'ବୁନ୍ଦା ଲୁହ

1 min
146

ଯଦି ଥାନ୍ତା ପଶ୍ଚାତାପ

ଟିକିଏ କାେହ ତାେ ହୃଦୟରେ

ଖୁିସିରେ ମାେ ଆଖିରୁ ଝରିପଡନ୍ତା

ଦି ବୁନ୍ଦା ଲୁହ ।


ସେ ଲୁହରେ ଥାନ୍ତା 

ଅନେକ ଦିନର ପ୍ରତୀକ୍ଷା

ଅନେକ ଅଭିମାନ

ପ୍ରେମ ଆଉ ପ୍ରେମ ।


ସମ୍ଭାବନା ବି ସୃଷ୍ଟି କରନ୍ତା

ଆମ ଭିତରର ପ୍ରଣୟ

ପ୍ରସ୍ଫୁଟିତ ହାେଇପାରନ୍ତା

ଗାେଟେ ଛାେଟ ସପନ । 


ହୁଏତ ମାେ ଦୁଃଖରେ 

ଦି ବୁନ୍ଦା ଲୁହ ଝରାଇଥାନ୍ତୁ

ଶାନ୍ତିରେ ଶାେଇପଡିଥାନ୍ତି

ତାେ ବାହୁବନ୍ଧନରେ ।


Rate this content
Log in

Similar oriya poem from Tragedy