STORYMIRROR

arun sahoo

Abstract Others

3  

arun sahoo

Abstract Others

ଧନୁ ସଂକ୍ରାନ୍ତି

ଧନୁ ସଂକ୍ରାନ୍ତି

1 min
149


କଥାରେ ଅଛି


ପୁଷେ ଖଇ

ମାଘେ ଦହି

ଚଇତ୍ରେ ନିମ ଚକୁଳି ଖାଇ


ଉତ୍କଳେ ବାରମାସେ ତେର ପରବ

ଊତ୍କଳ ପରମ୍ପରା ଜଗତେ ବିଖ୍ୟାତ

ଆମ ପରମ୍ପରା ଆମ ସଂସ୍କୃତି

ମଗୁଶୁର ପରେ ପୁଷ ମାସ

ଦେହରେ ରଖ ପିତ ବାସ

ପଉଷ ମାସେ ଧନୁ ସଂକ୍ରାନ୍ତି

ଆମ ପରମ୍ପରା ଆମ ସଂସ୍କୃତି

ଧନୁରାଶିରେ ସୁର୍ଯ୍ୟ ପ୍ରବେଶ

ଖଇ ଗୁଡ଼ରେ ତିଆରି ମୁଁଆ

ଓଡ଼ିଆ ରମଣୀ ତିଆରି ମୁଁଆ

ଅତି ସୁଆଦିଆ ବାସନା

ଜଗତର ନାଥ ଜଗନ୍ନାଥ ଙ୍କ ମହିମା

ଏକ ମାସଧରି ପହଲି ପ୍ରସାଦ ଆସରା

ପବିତ୍ର ଦିବସ ଅଟେ ସୁଧିଜନ

ହୃଦୟେ ଭକତି ବହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract