Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KAMALKUMAR DASH

Romance Tragedy

3  

KAMALKUMAR DASH

Romance Tragedy

ଧୀରେ ଆସି ଯାଅ ଛୁଇଁ

ଧୀରେ ଆସି ଯାଅ ଛୁଇଁ

1 min
16


ମୁଁ ତୁମକୁ ନେଇ   ଲେଖୁଛି କବିତା

   ତୁମେ ମୋ ମନର କଥା

ମୋର ସପନରେ  ମୋ ସବୁ ଖୁସିରେ

   ତୁମରି ଖୁସିର କଥା ।


ମୋ କବିତା ଆଜି  ତୁମ ପାଇଁ ସାଥି

    ତୁମେ ଲେଖ କାହା ପାଇଁ

କେବେ ସପନରେ  କେବେ କଳ୍ପନାରେ

    ଧୀରେ ଆସି ଯାଅ ଛୁଇଁ ।


ମନ ପକ୍ଷୀ ଆଜି   ଛଟ ପଟ ହୁଏ

    ତୁମକୁ ଦେଖିବା ପାଇଁ

ସତେ ମୋ ମନର ଖୁସି ର ଚାବିକୁ

    ନେଇଛ ତୁମେ ଚୋରାଇ ।


ଜାଣିନି ତୋ ସାଥେ କେବେ ଦେଖାହେବ

    ଅବା ଦେଖା ହେବ ନାହିଁ 

ତଥାପି ଲେଖୁଛି     ସପନ ଦେଖୁଛି

   ଗଲା ତୋ ସ୍ମୃତିକୁ ନେଇ ।



Rate this content
Log in

Similar oriya poem from Romance