STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଧେତ୍ ତୁମକୁ ପାରିହବନିଠଠଠଠଠଠଠଠଠ

ଧେତ୍ ତୁମକୁ ପାରିହବନିଠଠଠଠଠଠଠଠଠ

1 min
169

 ଧେତ୍ ତୁମକୁ ପାରିହବନି


ଧେତ୍ ତେରିକି ତୁ ଏତେ ନିଲଠା 

ବୁଝି ଅବୁଝା ହେଉଛୁ କିଛି

ଶୁଣୁନୁ କଥା ଇଛା ନାହିଁ କି

ତୋର କରିବାକୁ କାମ

ବଧ ଅଳସୁଆ ହୋଇ

ବସିଛୁ ପାଠ ଶାଠ ସବୁ

ପୋଡି ଖାଇଲୁ କେଵେ

ବୁଝବୁ ତୁ ନିଲଠା ବେଳ

ଥାଉଁ ଭବିଷ୍ୟତ ଗଢ

ନହୋଇଲେ ପାଇବୁ ତୁ

ଅନେକ କଷ୍ଟ ଭବିଷ୍ୟତ

ହୋଇବ ନଷ୍ଟ ଭ୍ରଷ୍ଟ

ଯେଉଁ କାମକୁ ତୋର

ଅଇଛି ମନା ସେ ଦୁଷ୍ଟ କାମ

ତୁ ଆଉଥରେ କରଛୁ କିଆଁ

ଧେତ୍ ତୋତେ ଆଉ ହଉନି

ବୁଝେଇ ତୋ କର୍ମରେ

ଯାହା ହୋଇଛି ଲେଖା

ତାହାତୁ ଭୋଗି ଭୋଗି ଯା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational