STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

ଦେଶ ମୋ ବିଶ୍ବଗୁରୁ

ଦେଶ ମୋ ବିଶ୍ବଗୁରୁ

1 min
3.1K

ମହାନ୍ ମୋ ଭାରତର ମହିମା

ଯାହାର ଗୀତ ଗାୟନ କରନ୍ତି ଦେବତା

ସେଇମାନେ ଅଧିକ ଭାଗ୍ୟବାନ

ଯିଏ ସ୍ବର୍ଗ ଓ ଉପବନର ମାର୍ଗଭୂତ

ଭାରତ ଭୂମିରେ ଜନ୍ମିତ

ପୁନଶ୍ଚ ଗାୟନ କରନ୍ତି

ଭାରତ ଭୂମି ଯେ ସ୍ବର୍ଗ ଓ ମୋକ୍ଷ କୈବଲ୍ୟ

ପଥ ସୃଷ୍ଟ ହୁଏ ଏଠୁ

ମଣିଷ ହୋଇ ଜନ୍ମିବା ଭାରତେ

ମହାନ୍ ସତେ କି ଦେବ ପରଠାରୁ

ସେଇଥିପାଇଁ ତ କୁହାଯାଏ

ଗ୍ରହଣ କରନ୍ତି ଶିକ୍ଷା

ସଂସାର ଯାକର ମଣିଷ

ଭାରତୀୟ ଅଗ୍ରଜନ୍ମା ମହାପୁରଷ ଠାରୁ

କାରଣ

ଦେଶ ମୋର ବିଶ୍ବଗୁରୁ ଅଟେ


Rate this content
Log in

Similar oriya poem from Abstract