STORYMIRROR

KRUTIBAS NAYAK

Inspirational Children

4  

KRUTIBAS NAYAK

Inspirational Children

ଦେଶ ବନ୍ଦନା : ହେବା ସତ୍ୟ ଧର୍ମ ରକ୍ଷକ -ଡକ୍ଟର କୃତ୍ତିବାସ ନାୟକ

ଦେଶ ବନ୍ଦନା : ହେବା ସତ୍ୟ ଧର୍ମ ରକ୍ଷକ -ଡକ୍ଟର କୃତ୍ତିବାସ ନାୟକ

1 min
440



ଭାରତ ମାତାର ସନ୍ତାନ ଆମେ, ଆମେ ଏ' ମାଟିର ସେବକ,

କୋଟି କୋଟି ପ୍ରାଣେ ପୁଲକ ଜଗାଇ ବିଶ୍ୱପ୍ରାଣେ ଦେବା ଆଲୋକ |(ଘୋଷା)


ନାନାଜାତି ଧର୍ମ ବର୍ଣ୍ଣକୁ ନେଇ, ଗଢା ଏ' ଭାରତ ସବୁରି ପାଇଁ;

ସତ୍ୟ ଶାନ୍ତି ପ୍ରେମ ନଦୀ ହୋଇ ବହେ- ହିମାଳୟ ତା'ର ସୈନିକ |

ଭାରତ ମାତାର ସନ୍ତାନ ଆମେ, ଆମେ ଏ' ମାଟିର ସେବକ,

କୋଟି କୋଟି ପ୍ରାଣେ ପୁଲକ ଜଗାଇ ବିଶ୍ୱପ୍ରାଣେ ଦେବା ଆଲୋକ |(1)

 


ପର ଉପକାର ଏଠି ଧରମ, ରକତ ଦାନଟି ବଡ଼ କରମ |

ପ୍ରାଣଥିବା ଯାଏ ରଖିବା ତା' ମାନ, ହେବା ସତ୍ୟ-ଧର୍ମ ରକ୍ଷକ |

ଭାରତ ମାତାର ସନ୍ତାନ ଆମେ, ଆମେ ଏ' ମାଟିର ସେବକ,

କୋଟି କୋଟି ପ୍ରାଣେ ପୁଲକ ଜଗାଇ ବିଶ୍ୱପ୍ରାଣେ ଦେବା ଆଲୋକ |(2)




Rate this content
Log in

Similar oriya poem from Inspirational