STORYMIRROR

Mithun Sahu

Romance

2  

Mithun Sahu

Romance

ଦେଖା ହେଇଗଲେ ଥରେ

ଦେଖା ହେଇଗଲେ ଥରେ

1 min
2.1K


ତୁମବିନା କାହିଁ ଜୀବନଟା ମୋର
ଲାଗେ ଖାଲି ଏକା ଏକା,
କହିବକି ସାଥି ତୁମ ସାଥେ ମୋର
ହବପୁଣି କେବେ ଦେଖା,,
ଛାତିତଳେ ଥିବା ହୃଦର ସ୍ପନ୍ଦନ
ବଢୁଥାଏ ଖାଲି ମୋର,
ତୁମରି କଥାକୁ ମନେ ମନେ ମୁଁ ଯେ
ଭାବୁଥାଏ ଯେତେଥର,,
ବିଚରା ମନ ମୋ ତୁମରି ପାଇଁକି
ରହିଅଛି ଅପେକ୍ଷାରେ,
ମନକଥା ମୋର ଖୋଲି କହିଦେବି
ଦେଖା ହେଇଗଲେ ଥରେ,,

ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance