STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଦେହ

ଦେହ

1 min
239

ଦେହ ଏକ ମନ୍ଦିର 

ସତ୍ୟ ଶିବ ସୁନ୍ଦର ସମାହାର 

କର୍ତ୍ତବ୍ୟ କର୍ମ ଆୟୁଧ ତାହାର 

ଦେବତା ଶାନ୍ତି ପ୍ରୀତି ମୈତ୍ରୀ 

ଦେବତାଙ୍କୁ ପ୍ରଣାମ ଓ ଭକ୍ତି 

ବ୍ରାହ୍ମଣଙ୍କୁ ତୃପ୍ତି ଓ ସ୍ତୁତି 

ଭାଗବତକୁ ପଢି ନିତି ପ୍ରତି 

ମାତା ପିତାଙ୍କ ପଦଯୁଗଳେ ରଖି ମତି 

ଗୁରୁଙ୍କୁ ଉପଚାର ପଦକ୍ଷପ ଆଦୃତି 

ବିଦ୍ୟାକୁ ଭୂଷଣ କରି ପ୍ରଣତି 

ଶାସ୍ତ୍ରରେ ରଖି ଶ୍ରଦ୍ଧା ସମ୍ମତି 

ଜପରେ ଯୋଗରେ ସମୃଦ୍ଧି ସ୍ଥିତି 

ଦେହ ଦେଉଳର ନଥାଏ ଆତ୍ମାର ଇତି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational