Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanta Pradhan

Action

4.0  

Basanta Pradhan

Action

ଦେହ*****

ଦେହ*****

1 min
210



ଦେହ ଥିଲେ ଦାହ ଅଛି ଜୀବନରେ

ଦେହ ଆତ୍ମାର ମନ୍ଦିର ,

ଦେହଟି ଅଟଇ ଅଳୀକ ନଶ୍ଵର

ଆତ୍ମାଟି ଅଟେ ଅମର ।

ସବୁ ସୁଖ ଦୁଃଖ ଅନୁଭୂତି ପାଇଁ

ଶରୀର ଅଟଇ ଦାୟୀ ,

ଶରୀର ଅସୁସ୍ଥ ଯଦି ହୋଇଯାଏ

ସୁଖ ଶାନ୍ତି ମିଳେ ନାହିଁ ।

ଦେହ ଦେବାଳୟ ଆତ୍ମାହିଁ ଈଶ୍ୱର

ସେ ନିର୍ଲିପ୍ତ ନିରଞ୍ଜନ ,

ତାଙ୍କରି ଚିନ୍ତନ କରି କଲେ କର୍ମ

ଏ ଜୀବନ ହୁଏ ଧନ୍ୟ ।


Rate this content
Log in

Similar oriya poem from Action