Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Basanta Pradhan

Abstract

4.0  

Basanta Pradhan

Abstract

ଲଣ୍ଠନ

ଲଣ୍ଠନ

1 min
232



ଲଣ୍ଠନ ଜଳୁଛି ଆତ୍ମ ଦହନରେ

ହୃଦୟେ ଭରି ଉତ୍ତାପ ,

ଆପଣାର ତଳ ରଖି ଅନ୍ଧକାର

ଅନ୍ୟକୁ ଦିଏ ଆଲୋକ ।

ଅନ୍ୟର ସେବାରେ ଜୀବନ ଉତ୍ସର୍ଗ

କରି ଲଭେ ନିତ୍ୟ ସୁଖ ,

କା'ଆଗେ କହେନା ହୃଦୟର ବ୍ୟଥା

ଚାପି ରଖି ମନେ ଦୁଃଖ ।



Rate this content
Log in