ସଫଳତା
ସଫଳତା




ଶ୍ରମେ ତତ୍ପରତା ନ ଆସିବା ଯାଏ
ମିଳେ ନାହିଁ ସଫଳତା ,
ସଫଳତା ମିଳି ଗଲେ ଜୀବନରେ
ଭରିଯାଏ ପ୍ରସନ୍ନତା ।
ପ୍ରସନ୍ନତା ଭରା ଜୀବନ ବୃକ୍ଷଟି
ଦିଶଇ ବଡ଼ ସୁନ୍ଦର ,
ସୁନ୍ଦର ଭାବରେ ବଞ୍ଚିବାର କଳା
ଲକ୍ଷ୍ୟ ହେଉ ସଭିଙ୍କର ।
ଶ୍ରମେ ତତ୍ପରତା ନ ଆସିବା ଯାଏ
ମିଳେ ନାହିଁ ସଫଳତା ,
ସଫଳତା ମିଳି ଗଲେ ଜୀବନରେ
ଭରିଯାଏ ପ୍ରସନ୍ନତା ।
ପ୍ରସନ୍ନତା ଭରା ଜୀବନ ବୃକ୍ଷଟି
ଦିଶଇ ବଡ଼ ସୁନ୍ଦର ,
ସୁନ୍ଦର ଭାବରେ ବଞ୍ଚିବାର କଳା
ଲକ୍ଷ୍ୟ ହେଉ ସଭିଙ୍କର ।