Basanta Pradhan

Inspirational


4.0  

Basanta Pradhan

Inspirational


ସଫଳତା

ସଫଳତା

1 min 190 1 min 190

ଶ୍ରମେ ତତ୍ପରତା ନ ଆସିବା ଯାଏ

ମିଳେ ନାହିଁ ସଫଳତା ,

ସଫଳତା ମିଳି ଗଲେ ଜୀବନରେ

ଭରିଯାଏ ପ୍ରସନ୍ନତା ।

ପ୍ରସନ୍ନତା ଭରା ଜୀବନ ବୃକ୍ଷଟି

ଦିଶଇ ବଡ଼ ସୁନ୍ଦର ,

ସୁନ୍ଦର ଭାବରେ ବଞ୍ଚିବାର କଳା

ଲକ୍ଷ୍ୟ ହେଉ ସଭିଙ୍କର ।



Rate this content
Log in

More oriya poem from Basanta Pradhan

Similar oriya poem from Inspirational