STORYMIRROR

Basanta Pradhan

Abstract Tragedy

1  

Basanta Pradhan

Abstract Tragedy

ଥୁଣ୍ଟାଗଛ

ଥୁଣ୍ଟାଗଛ

1 min
93


ଥୁଣ୍ଟା ଗଛଟିର ଥାଏ କି ଆଦର

ଅଟଇ ସେ ଶିରୀହୀନ ,

କବନ୍ଧ ପରି ଠିଆ ହୋଇଥାଏ

ନାହିଁ ତା'ର ଆକର୍ଷଣ ।

ଆଶ୍ରୟ ନେବାକୁ ପାଶରେ ତାହାର

ଏବେ ନ ଆସନ୍ତି କେହି ,

ବିଗତ ଦିନର କଥା ଭାବି ଭାବି

ଯାଇଛି ସେ ଦୁଃଖୀ ହୋଇ ।


Rate this content
Log in

Similar oriya poem from Abstract