STORYMIRROR

Chittaranjan Lenka

Abstract Others Tragedy

2  

Chittaranjan Lenka

Abstract Others Tragedy

ଦେବୀ

ଦେବୀ

1 min
2.2K


ତୋତେ ପ୍ରେମ କଲି   ଯେଉଁ କଷ୍ଟ ନେଲି

କହି ପାରିବିନି କେମିତି ଦଣ୍ଡ

ଅନୁଭବେ ଖାଲି  ଏତିକି କହିବି

ଶରୀରରୁ କଟି ଯାଇଛି ମୁଣ୍ଡ


ତୋତେ ପ୍ରେମ କଲି  ଯାହା ମୁଁ ଶିଖିଲି

କହିବାକୁ ଭାଷା ନାହିଁ ମୋହର

ଯନ୍ତ୍ରଣାରୁ ଜନ୍ମ  ନେଲା ଯେଉଁ ପ୍ରେମ

କଲା ତୋତେ ଦେବୀ ହୃଦୟେ ମୋର|


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract