Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sarita sahoo

Romance

4  

sarita sahoo

Romance

ଦେବଦାସୀର ଘୁଙ୍ଗୁର

ଦେବଦାସୀର ଘୁଙ୍ଗୁର

1 min
309


ପାଦରେ ପିନ୍ଧିଲି ଅଳତା

ପାଦରେ ବାନ୍ଧିଲି ଘୁଙ୍ଗୁର,

କେଉଁ ପୁଣ୍ୟ କରିଥିଲି ଭାବି

ଏ ଶରୀର ତୁମ ଖୁସୀରେ ହେଲା ଭାଗୀଦାର ।


ନାଚିଲି ସଙ୍ଗୀତରେ ତୁମର

ତା ପରେ ହେଲା ,

ମନ ଶାନ୍ତ ତୁମର

କହିଲ ଦେବଦାସୀ ତୁମେ ମୋର ।


ଭାରି ଇଚ୍ଛା ଥିଲା ନାଚିବାକୁ ଟିକେ

ହୋଇ ତୁମ ଦେବଦାସୀ,

ଆଜି ସେ ସୁଯୋଗ ପାଇଅଛି ଭାବି 

ଲାଗୁଅଛି ଭାରି ଖୁସି ।


ଭାବର ଘୁଙ୍ଗୁର କର ମହାପ୍ରଭୁ

ଭକ୍ତି ତାଳେ ଅଧିରା ହେବି, 

ଭାବ ତନ୍ମୟେ ଚିନ୍ମୟ ଝାଙ୍କୃତେ

ପ୍ରତିଦିନ ତୁମ ମନ ମହୁଥିବି ।


ଛନ୍ଦେ ଛନ୍ଦେ ମୁହିଁ ନାଚି ନାଚି ଯିବି

ତୁମ ମନ ମୋହୁଥିବି,

ଭକତି ଭାବରେ ପିରତି ଜାଲରେ

ନିଶ୍ଚୟ ତୁମକୁ ଛନ୍ଦିବି ।


Rate this content
Log in

Similar oriya poem from Romance