STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ଦେବା ସନ୍ତୁଷ୍ଟି

ଦେବା ସନ୍ତୁଷ୍ଟି

1 min
179

ମଣିଷ ହେଉ ବା ପଶୁପକ୍ଷୀ ବୃକ୍ଷ

ସଜୀବର ଦେହ 

କେଡ଼େ ସୁନ୍ଦର,

ସୁଷମ ଆହାର ସୁସ୍ଥ ପରିବେଶ

ଗଢି ତୋଳିଥାଏ

କି ଚମତ୍କାର।

ହାତ ଗୋଡ଼ ଆଖି ପାଟି ନାକ ମୁଣ୍ଡ

ପେଟ କ୍ଷୁଦ୍ରାନ୍ତ୍ର ବୃହଦନ୍ତ୍ର

ଯକୃତ ପାକସ୍ଥଳୀ,

ବୃକ୍ଷର ବି ଶାଖା ପ୍ରଶାଖା ଫଳ ଫୁଲ

ମୂଳ ଚେର ଗଣ୍ଡି

କଢ ପତ୍ର ଅଛି।

ସବୁ ମିଶି ହୋଇଥାଏ 

ଏ ଧରାରେ

ଦେହ ର ସୃଷ୍ଟି।

ସୁରକ୍ଷା ନିମିତ୍ତ ଧୀର ସ୍ଥିର ଚିତ୍ତେ

ସତକର୍ମେ ହୋଇ ଲିପ୍ତ

ଆମେ ଦେବା ସନ୍ତୁଷ୍ଟି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational