STORYMIRROR

Purnima Prusty

Romance

3  

Purnima Prusty

Romance

ଡିଅର ଡାଏରୀ

ଡିଅର ଡାଏରୀ

1 min
177

ନୁହେଁ ମୁଁ ଧନୀ ଟେ ଦେଇ ମୁଁ ପାରୁନି ହୀରା ଖଞ୍ଜା ସୁନା ହାର

ନୁହେଁ ବି କବିଟେ ଦେଇ କି ପାରୁଛି କବିତାର ଉପହାର

ନୁହେଁ ମୁଁ ସ୍ବାର୍ଥୀ ଟେ ତୁମରି ସାଥିଟେ ମୋ ପାଖରେ କିଛି ନାହିଁ 

ରହିଛି ରହିବ ହୃଦୟେ ମୋ ପ୍ରେମ ଜନ୍ମେ ଜନ୍ମେ ତୁମ ପାଇଁ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance