Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purnima Prusty

Tragedy Classics Inspirational

3.9  

Purnima Prusty

Tragedy Classics Inspirational

ଡିଅର ଡାଏରୀ

ଡିଅର ଡାଏରୀ

1 min
11.8K


ରାତି ମରିଲା ବେଳେ ଜହ୍ନ କାନ୍ଦେ, ତାର ଅଳସୀ ପ୍ରେମିକାକୁ ଝୁରି ଝୁରି । 

ଯାହାକୁ ଦେଖିବାକୁ ହେଲେ, ଅପେକ୍ଷାର ଯନ୍ତ୍ରଣା ସହିବାକୁ ହବ ପୁଣି ଏକ ନୂଆ ରାତିର ଆଗମନ ପାଇଁ ।


ରାତି ମରିଲା ବେଳେ ଝରା ଫୁଲ କାନ୍ଦେ,ବାସି ଫୁଲର ନିନ୍ଦା ପାଇବାର ଅପବାଦ ନେଇ ।

ନା ଲାଗି ପାରେ କୋଉ ଠାକୁରଙ୍କ ଅଭୟ ଚରଣରେ ନା କୋଉ ଫୁଲେଇ ପ୍ରେମିକାର ମନ ଜିଣା ଗଭାରେ ।


ରାତି ମରିଲା ବେଳେ କବି କାନ୍ଦେ,କୋଉ ଅତୀତ ରାଇଜର ବେଦନାକୁ ଭାବି ।

ନିଛାଟିଆ ପରିବେଶରେ ହୃଦୟର ଅକୁହା କଥାକୁ ସୁନ୍ଦର ସଞ୍ଜିବନୀ ଦେଇ ରଚି ଚାଲେ କାଗଜ ଛାତିରେ ।


Rate this content
Log in

Similar oriya poem from Tragedy