STORYMIRROR

Purnima Prusty

Tragedy Classics

2  

Purnima Prusty

Tragedy Classics

ଡିଅର ଡାଏରୀ

ଡିଅର ଡାଏରୀ

1 min
3.1K

ନିଶ୍ଚୟ ତରଳି ଯିବ ତାର ପଥର ହୃଦୟ,

ଆଉ ବେରଙ୍ଗ ଜୀବନେ ବି ଭରିଯିବ ପ୍ରେମର ଅଷ୍ଟମ ରଙ୍ଗ.

ନିଃସଙ୍ଗ ଚଲାପଥ ମୋର ଚାଲିବି ତା' ହାତ ସହ ହାତ ଛନ୍ଦି...ନିଶ୍ଚୟ... 


ପଥର ହୃଦୟରେ ମୁଣ୍ଡ ପିଟିବାରେ କଣ ବା ଫାଇଦା...

ସତରେ କଣ ଆଉ ସେ ଭାବିବ ପୁରୁଣା ଅତୀତକୁ,

ଆଉ ଫେରି ଆସିବ ମୋ ହାତ ସହ ହାତ ଛନ୍ଦି ଚାଲିବାକୁ... 

ହଉ ପଛେ ଜନ ପୂର୍ଣ୍ଣ ନଗରୀ ଅବା ନିଛାଟିଆ ପ୍ରହରୀ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy