Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Inspirational

3  

Sunanda Mohanty

Inspirational

ଡାକ୍ତର

ଡାକ୍ତର

1 min
13



ହେ ଜୀବନ୍ତ ଈଶ୍ୱର 

ଭରସା ବିଶ୍ୱାସର 

ଆଶା ନିଃଶ୍ୱାସର 

ଭୁଲି ନିଜ ସ୍ୱାର୍ଥ 

ଜୀବନର ସର୍ତ୍ତ 

ହେଲ ଆଗୁସାର 

ଝୁଂଟି ବାଟ କଣ୍ଟାର 

ଆଲୋକ ତୁମେ 

ଧନ୍ୟ ଏ ଜନ୍ମେ

 କରୋନା କାଳରେ 

ତୁମରି ସେବାରେ

 ଅନ୍ୟକୁ ବଞ୍ଚାଇ 

ନିଜେ ଶହୀଦ ହୋଇ 

ତୁମ ପରାକାଷ୍ଠା 

ତୁମ ସତ୍ୟ ନିଷ୍ଠା 

ହୋଇଲ ଅମର 

ସାକ୍ଷାତ ଠାକୁର 

ହେ ଡାକ୍ତର ତୁମେ ବିଶ୍ୱର 

ମରଣଜୟୀ ତୁମେ ନିଃସ୍ଵାର୍ଥପର 

ପ୍ରଣାମେ ଏ ଦିବସ ତାତ୍ପର୍ଯ୍ୟର.



Rate this content
Log in

Similar oriya poem from Inspirational