Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banasmita Panda

Inspirational

3  

Banasmita Panda

Inspirational

ଡାକିଲେ ଆସନ୍ତି ଧାଇଁ

ଡାକିଲେ ଆସନ୍ତି ଧାଇଁ

1 min
201



ହେ ଠାକୁର

ଯେବେ କିଏ ଡାକିଛି ସତ ମନରେ

ତୁ କେବେ କରିନୁ ଅଣଶୁଣା ତାକୁ

ଅନେକ ପରୀକ୍ଷା ଜୀବନରେ

ତୋରି ନାମ ନେଇ ପାରି ଏ ସଂସାରରେ

ମୁକ୍ତିର ମାର୍ଗ ତୋ ଦ୍ୱାରେ

ଖୋଜେ ମନ ଯାଉ ଏ ଜୀଵନ ତୋ ଚରଣରେ

ପଇସାରେ କିଏ ହୋଇନି ବଡ଼

ଧରମ ବଳ ଜଗତେ ବଡ଼

ମିଛ କହିବା ପାପରେ ଗଣା

ସତ ପଥରେ ପାଇବ ତୋ ଠିକଣା

ଯଦି ପାର କର ଦୁଃଖୀର ସେବା

ପଇସା ଅଛି ଦୁଃଖୀ, ରଙ୍କିଙ୍କୁ ଦେବା

ପର ଅପରରେ ରଖନି ଭେଦ

ଭେଦ ରଖିଲେ ତୁ ହିଁ ପାଇବୁ ଖେଦ

ମିଛଖଚ ଯୋଡି କୁହନି କଥା

ଉପରେ ବସି ସବୁ ଦେଖୁଛି ସେ ବିଧାତା

ଠାକୁରଙ୍କୁ ଡାକ ସେ ଆସିବେ ଧାଇଁ

ସବୁ ସ୍ଥାନରେ ଛିଡା ହୋଇଥିବେ

ତୋ ଉଦ୍ଧାର ପାଇଁ.



Rate this content
Log in

Similar oriya poem from Inspirational