STORYMIRROR

Samar Ballav Bhoi

Drama Tragedy Inspirational

3  

Samar Ballav Bhoi

Drama Tragedy Inspirational

ଡ. ପ୍ରତିଭା ରାୟ

ଡ. ପ୍ରତିଭା ରାୟ

1 min
456


ପ୍ରତିଭାମୟୀ ଡ. ପ୍ରତିଭା ରାୟ ତୁମେ

ଜଗତସିଂହପୁର ଜିଲ୍ଲାର ବାଲିକୁଦରେ

୨୧ ଜାନୁଆରୀ ୧୯୪୩ ରେ ଜନ୍ମ ସିଏ।।


ଅନେକ ସମ୍ମାନରେ ସମ୍ମାନିତ ସିଏ

ଜ୍ଞାନପୀଠ ସହ ପଦ୍ମଶ୍ରୀ ଉପାଧି

ଶାରଳା ସମ୍ମାନ ସାହିତ୍ୟ ଭାରତୀ 

କଳିଙ୍ଗ ରତ୍ନ ମୂର୍ତ୍ତୀ ଦେବୀ ପୁରସ୍କାର।।


ଶିକ୍ଷୟତ୍ରୀ ଅଧ୍ଯାପିକା ସାହିତ୍ଯି ସାଧିକା

ଓଡିଆ କଥା ସାହିତ୍ଯର ଅଗ୍ରଣୀ

ଗଳ୍ପ ଉପନ୍ଯାସ କେତେ ଜୀବନୀ ଘଟଣା

ସଙ୍କଳନ ସାଥେ ଦଶ ଭ୍ରମଣ କାହାଣୀ ।।


ଯାଜ୍ଞସେନୀ ଶିଳାପଦ୍ମ କୃତିତ୍ୱ ତାଙ୍କର

ସାହିତ୍ଯରେ ଦେଇଛି ଉଚ୍ଚସ୍ଥାନ

କେନ୍ଦ୍ରସାହିତ୍ଯ ଏକାଡେମୀ ପଦ୍ମଶ୍ରୀ ସମ୍ମାନ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama