STORYMIRROR

PRABHAS KUMAR MOHAPATRA

Inspirational

2  

PRABHAS KUMAR MOHAPATRA

Inspirational

ଦାୟିତ୍ଵ

ଦାୟିତ୍ଵ

1 min
170

ମନେ ପ୍ରଶ୍ନ ବହୁ ଉଙ୍କି ମାରେ ଏ ଦାୟିତ୍ଵ ଟି କଣ ?

ଦାୟିତ୍ଵ ର ସଂଜ୍ଞା କଣ ?

ଉତ୍ତରରେ ଆସେ ଦାୟିତ୍ଵ ର ଅର୍ଥ

ସ୍ୱ କାର୍ଯ୍ୟ ସମ୍ପାଦନ କରିବା ।

ଯେପରି ମାଆର ଦାୟିତ୍ଵ ସନ୍ତାନର 

ଲାଳନ ପାଳନ କରିବା ।

ପିତାର ଦାୟିତ୍ଵ ଭୋରଣ ପୋଷଣ କରିବା 

କର୍ମଚାରୀ ର ଦାୟିତ୍ଵ ସଠିକ୍ ଭାବରେ କାର୍ଯ୍ୟ ସମାପନ କରିବା।

ଆଉ ପୁଣି ପ୍ରଶ୍ନ ଆସେ ଯଦି ସମସ୍ତଙ୍କର କିଛି କିଛି ଦାୟିତ୍ଵ ଅଛି ତ ଦାୟିତ୍ୱ ର କଣ ଦାୟିତ୍ଵ ଅଛି ।


ପୁଣି ଦାୟିତ୍ଵ ଉତ୍ତରରେ କହିଲା ମୋର ଦାୟିତ୍ଵ ସମସ୍ତଙ୍କୁ ଦାୟିତ୍ଵ ସମ୍ପର୍କରେ ଜ୍ଞାତ କରିବା । ସେଥି ପାଇଁ ମାେ ନାମ ଦାୟିତ୍ଵ ।


Rate this content
Log in

Similar oriya poem from Inspirational