STORYMIRROR

Srinibas Mahalik

Inspirational Abstract Others

2  

Srinibas Mahalik

Inspirational Abstract Others

ଦାୟୀ

ଦାୟୀ

1 min
2.6K


ରୋଗୀ ମରିଗଲେ ଡାକ୍ତର ଦାୟୀ

କଏଦୀ ମାରିଲେ ପୋଲିସ୍ ଦାୟୀ

କୃଷକ ମାରିଲେ ଗମେଣ୍ଟ ଦାୟୀ

ଫେଲ୍ ହେଲେ ଛାତ୍ର, ଶିକ୍ଷକ ଦାୟୀ

ଦୁଷ୍ଟ ହେଲେ ପୁଅ, ପ୍ୟାରେଣ୍ଟସ୍ ଦାୟୀ

ଦୁର୍ଘଟଣା ହେଲେ ଡ୍ରାଇଭର ଦାୟୀ

କରପସନ୍ ହେଲେ ସିଷ୍ଟମ ଦାୟୀ

ଚାକିରି ନହେଲେ ଡେଷ୍ଟିନି ଦାୟୀ

ନିଜ ଭୁଲରେ ସମସ୍ତେ ଦାୟୀ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational