STORYMIRROR

Kumudabandhu Naik

Tragedy

3  

Kumudabandhu Naik

Tragedy

ଦାୟୀ କିଏ

ଦାୟୀ କିଏ

1 min
197

ବାରମ୍ବାର କୂଳ ଲଙ୍ଘେ ରତ୍ନାକର

   ଏଥିପାଇଁ କିଏ ଦାୟୀ ?

ଉନେଶ୍ବତ ଠାରୁ କରୁଛି ଉତ୍ପାତ

   କିଛି ବର୍ଷ ରହି ରହି।

ଜନ ଜୀବନକୁ ଅସ୍ତ ବ୍ଯସ୍ତ କରେ

   ବ୍ଯସ୍ତ ଏ ଜୀବଜଗତ।

ମହା କାୟ ଦ୍ରୁମ ଉପାଡି ଫିଙ୍ଗେ ସେ

   ଫିଙ୍ଗିଦିଏ ଗୄହ ଛାତ।

ଉନ୍ନତିର ପଥ କରେ ଅବରୋଧ 

   କରେ ଜନତାଙ୍କୁ ବ୍ଯସ୍ତ।

ଏହାପାଇଁ କିଏ ମୁଖ୍ୟ ଅଭିଯୁକ୍ତ

   କରହେ ନିଜେ ସାବ୍ଯସ୍ତ।

କି କରିଲେ ଆମେ ,ଆମ ପରପିଢି

   ନପାଇବେ ଏହି ଦୁଃଖ।

ଆସ ସର୍ବେ ମିଶି କରିବା ସେ ଚେଷ୍ଟା

   ନହୋଇ ତିଳେ ବିମୁଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ

Similar oriya poem from Tragedy