STORYMIRROR

Kumudabandhu Naik

Romance

3  

Kumudabandhu Naik

Romance

ଭଲ ପାଇବା

ଭଲ ପାଇବା

1 min
166

ଏହି ବୁକୁ ତଳେ କେତେ ଯେ କାହାଣୀ

ରହିଛି ଅକୁହା ହୋଇ

ନା କହି ପାରିଲି ନା ସହି ହେଉଛି

ଗଲ ପାଖରୁ ଦୁରେଇ ।

ଭଲ ଯଦି ପାଉଥିଲ ହୃଦ ଦେଇ

କଲନି କାହିଁ ବିଶ୍ୱାସ

କାହା କଥା ଶୁଣି ମୋ ପାଇଁ ମନରେ

ଭରି ରଖି ଅଛ ବିଷ ।

ଭଲ ପାଇବାର ଭରସା କେବଳ

ବିଶ୍ୱାସ ହିଁ ମାନ ଦଣ୍ଡ

ଭଲପାଇବାରେ  ଅବିଶ୍ୱାସ କଲେ

ଆଘାତ ଲାଗେ ପ୍ରଚଣ୍ଡ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ

Similar oriya poem from Romance